୭ଟି ଆନାକୋଣ୍ଡାକୁ ଦେଖି ଭୟରେ ପର୍ଯ୍ୟଟକ

ବାରଙ୍ଗ,୨୯/୬/୨୫ : ଖୁଆଡରେ ବୁଲୁଛନ୍ତି ଏକ କାଳୀନ ୭ଟି ଆନାକୋଣ୍ଡା।ଯାହାକୁ ଦେଖି ଭୟଭୀତ ହୋଇ ପଡିଛନ୍ତି ପର୍ଯ୍ୟଟକ।ଏହା ସତ ହୋଇଥିଲେ  ମଧ୍ୟ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ଏହା ଖୁସି ଖବର। ସୂଚନା ଅନୁସାରେ,ନନ୍ଦନକାନନ ପ୍ରାଣୀଉଦ୍ୟାନର ସରୀସୃପ ଉଦ୍ୟାନ ପରିସରରେ ରହୁଥିବା ଏକ ଆନାକୋଣ୍ଡା ଆଜି ମା ହୋଇଛି।ଏକ କାଳୀନ…

ବାଘୁଣୀ ଖୁଆଡରେ ନବ ଜନ୍ମିତ ଧଳା ନାଲି ବାଘ ଛୁଆ

ବାରଙ୍ଗ,୭/୬/୨୫ : ଆଜି ସକାଳୁ ସକାଳୁ ଧଳା ବାଘୁଣୀ ଖୁଆଡରେ ଦେଖିବାକୁ ମିଳିଛି ଦୁଇଟି ରଙ୍ଗର ବାଘ ଛୁଆ।ଗୋଟିଏ ସାଧାରଣ ବାଘ ଛୁଆ ହୋଇଥିବା ବେଳେ ଅନ୍ୟଟି ଧଳା ରଙ୍ଗର। ସୂଚନା ଅନୁସାରେ,ଧଳା ବାଘୁଣୀ ମୌସୁମୀ ଓ ସାଧାରଣ ରଙ୍ଗର ମହାବଳ ରାଜେଶର ମିଳନ ଚଳିତ ୨୦୨୫ ଫେବୃଆରୀ…

ବାଡେଇ ବାଡେଇ ମାରିଦେଲେ,,ଗାଡିକୁ ଜାଲିଦେଲେ

ବାରଙ୍ଗ,୦୯/୦୫ : କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନସ୍ଥ ଗୋଡିସାହି ଅଞ୍ଚଳରେ ଜଣେ ଯୁବକକୁ ପିଟିପିଟି କରାଯାଇଛି ହତ୍ୟା।ସେପଟେ ଘଟଣାସ୍ଥଳରେ ଗୋଟିଏ ଟାଭେରା ଗାଡିକୁ ପୋଡି ଦେଇଛନ୍ତି ଦୁର୍ବୃତ। ଗୋଡିସାହି -  ମୁଣ୍ଡଳୀ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ହତ୍ୟାକାଣ୍ଡ ଘଟିଥିବା ସୂଚନା।ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି…