ଅଜଣା ଗାଡ଼ି ଧକ୍କାରେ ଆଖି ବୁଜିଲା ଶ୍ରମିକ

ବ୍ୟରୋ – ଦୃତ ଗତି ମହାବିପତ୍ତି।ଏହି ସନ୍ଦେଶ ସମସ୍ତଙ୍କୁ ଜଣା ଥିଲେ ମଧ୍ୟ ଲୋକେ ବେପରୁଆ ଢଙ୍ଗରେ ଗାଡି ଚଳାଇ ଦୃଘଟାନାର ଶିକାର ହେଉଛନ୍ତି।ଆଜି ପୂର୍ବାହ୍ନରେ ବାରଙ୍ଗ – କଟକ ମୁଖ୍ୟ ରାସ୍ତାରେ ଥିବା ତ୍ରିଶୁଳିଆ ସୁବାସ ସେତୁ ବ୍ରିଜ ଉପରେ ଦୃଘଟଣା ଘଟି ଜଣେ ଶ୍ରମିକର ଶୋଚନୀୟ ମୃତ୍ୟୁ ଘଟିଛି।ମୃତ ଶ୍ରମିକ ହେଲେ କଟକରେ ରହିଥିବା ଶରତ ରାଉତ ୫୦ବର୍ଷ।ଆଜି ସେ ଭୁବନେଶ୍ୱର ସାଇକେଲ ଯୋଗେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଦେଇ ଦୃତ ଗତିରେ ଫେରାର ହୋଇଯାଇଥିଲା।ଘଟଣା ସ୍ଥଳରେ ଉଦ୍ଧାର ହେଲା  ବେଳକୁ  ଶ୍ରମିକ ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି।

Leave a Reply

Your email address will not be published. Required fields are marked *