ଭୀଷଣ ରୂପ ନେଇ କୁଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା”ଦାନା”,ମଧ୍ୟ ରାତ୍ରୀରେ ଆରମ୍ଭ ହେବ ଲ୍ୟାଣ୍ଡ ପ୍ରକ୍ରିୟା।

ବ୍ୟୁରୋ – ପାରାଦୀପଠାରୁ ୨୬୦ ଓ ଧାମରା ଠାରୁ ୨୯୦କିମି ଦକ୍ଷିଣ-ପୂର୍ବ ଦିଗରେ ଭୀଷଣ ବାତ୍ୟା ରହି ମାଡ଼ି ଆସୁଛି ଉପକୂଳ ମୁହାଁ।ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡି ଆସୁଛି।ଭିତରକନିକା ଓ ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ଦାନା’।ଆଜି ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ଏବଂ ଭୀଷଣ ବାତ୍ୟାର  ରୂପ ନେଇ ରଚାଇବ ବ୍ୟାପକ କ୍ଷୟକ୍ଷତି।

Leave a Reply

Your email address will not be published. Required fields are marked *