ବିଜେପି ହରାଇଲା  ଜଣେ ଟାଣୁଆ ନେତାକୁ,,,ଆଖି ବୁଜିଲେ ପୂର୍ବତନ ମନ୍ତ୍ରୀ ସମୀର ଦେ

ବ୍ୟୁରୋ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ’ଙ୍କ ଘଟିଛି ପରଲୋକ । ଗତ କିଛିଦିନ ହେଲା ଅସୁସ୍ଥତା କାରଣରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।ତେବେ ସମୀର ଦେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାକୁ ୬୭ ବର୍ଷ ବୟସ ହୋଇଥିଲା । ରାଜ୍ଯ ବିଜେପିର ଜଣେ ଟାଣୁଆ ନେତା ଥିଲେ ସମୀର । କଟକ ବାରବାଟି ବିଧାନସଭା ଆସନରୁ ସେ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *