ବ୍ୟୁରୋ – ଆଜିର ଦିନରେ ବାତ୍ୟା ରଚିଥିଲା ଧ୍ୱଂସଲୀଳା।୨୯ ଅକ୍ଟୋବର ୧୯୯୯ ମସିହା ଆଜିର ଦିନରେ ସତାବ୍ଦିର ସବୁଠାରୁ ବଡ ବିପର୍ଯ୍ୟୟକୁ ସାମ୍ନା କରିଥିଲା ଓଡିଶା।ଗଦା ହୋଇ ଯାଇଥିଲା ଶବ ଉପରେ ଶବର ପାହାଡ।ଜୀବନ ହରାଇଥିଲେ ୧୦ ହଜାର ଲୋକ।୩୧ ହଜାର ୯୪୫କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଥିବା ବେଳେ ଭାଙ୍ଗି ପଡିଥିଲା ଓଡ଼ିଶାର ଆର୍ଥିକ ମେରୁଦଣ୍ଡ।୨୯ ଅକ୍ଟୋବର ଆସିଲେ ମନେ ପଡେ ୨୫ ବର୍ଷର ସେହି ସୁପର ସାଇକ୍ଲୋନ କଥା।
ମହାବାତ୍ୟାକୁ ପୁରିଲା ୨୫ ବର୍ଷ,ରଚାଇଥିଲା ଧ୍ୱଂସଲୀଳା
