ରାଜ୍ୟରେ ୧୦୮ ଭଳି ଏଥର ୧୦୯ ସେବା ମାଗଣାରେ,ମୃତ ବ୍ୟକ୍ତିଙ୍କୁ ମାଗଣାରେ ସେବା ଯୋଗାଇ ଦେବ ୧୦୯ ଆମ୍ବୁଲାନ୍ସ

ବ୍ୟୁରୋ : ରାଜ୍ୟରେ ୧୦୮ରେ ଫୋନ୍ କଲେ ଲୋକଙ୍କ ପାଖରେ ପହଞ୍ଚୁଥିଲା ଆମ୍ବୁଲାନ୍ସ । ୩୦ ମିନିଟ ଭିତରେ ୧୦୮  ଆମ୍ବୁଲାନ୍ସ ପହଞ୍ଚିବା ସହ ଆହତ ଓ…