୫ଟି କୁକୁର ଛୁଆକୁ ଖାଇ ଗଛରେ ସୋଇଥିଲା ଅଜଗର,ମାଡ଼ିବସିଲା ସ୍ନେକ୍ ହେଲ୍ପ ଟିମର ସଦସ୍ୟ

ବ୍ୟୁରୋ : ରାଜଧାନୀ ଉପକଣ୍ଠ କଳାରାହାଙ୍ଗ ଅଲେଖ ମହିମା ଆଶ୍ରମ ନିକଟସ୍ତ କେନାଲ ବନ୍ଧ କଡ଼ରେ ଥିବା ଏକ ଗଛରୁ ବିରାଟ ଅଜଗର ସାପକୁ କାବୁ କରିଛନ୍ତି…