କଟକରେ ଛାତ୍ରୀ ଦୁଷ୍କର୍ମ ଘଟଣାରେ ସମସ୍ତ ଦୋଷୀଙ୍କୁ ଦଣ୍ଡବିଧାନ ଦାବିରେ ଏଆଇଡିଏସଓ ପକ୍ଷରୁ ଛାତ୍ର ବିକ୍ଷୋଭ।
ବ୍ୟୁରୋ – କଟକରେ ଘଟିଥିବା ଛାତ୍ରୀ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ, ଛାତ୍ରୀ ଓ ମହିଳାମାନଙ୍କୁ ନିରାପତ୍ତା ଯୋଗାଇଦେବା, ଅଶ୍ଳୀଳତା-ନଗ୍ନତା-ମଦ ମାଦକ ଦ୍ରବ୍ୟକୁ…