ସମ୍ଭାବ୍ୟ ବାତ୍ୟାକୁ ନେଇ ହାଇକୋର୍ଟ ଦୁଇଦିନ ରହିଲା ବନ୍ଦ

ବ୍ୟୁରୋ – ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁନ୍ଦ୍ରିକ ଝଡ଼  ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ଆସନ୍ତା ୨୪ ଓ ୨୫ ତାରିଖରେ ଓଡ଼ିଶା ହାଇକୋର୍ଟ ବନ୍ଦ ରହିବ ବୋଲି ବିଜ୍ଞପ୍ତି ଜାରି କରା ଯାଇଛି। ଏହି ଦୁଇ ଦିନ ବନ୍ଦ  ବଦଳରେ ଆସନ୍ତା ନଭେମ୍ବର ୩୦ ତାରିଖ (ଶନିବାର) ଓ ଡିସେମ୍ବର ୭ ତାରିଖ (ଶନିବାର) କୁ କାର୍ଯ୍ୟ ଦିବସ ଭାବେ ଘୋଷଣା କରାଯାଇ ଥିବା ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *